IPL 2025 ରେ ପାଗଳ ହେଲେ ଖେଲାଡି
ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ IPL 2025 ଖେଳ ଚାଲିଛି ଓ ଦର୍ଶକ ମଧ୍ୟ ଆନନ୍ଦିତ ହେଉଛନ୍ତି, IPL ଖେଳ ଭାରତ ଦର୍ଶକ ପାଇ ଏକ ମନ ମୋହିତ ହେବାରେ ଲାଗିଛି ।
ଏମିତି ପାଗଳ ଦର୍ଶକ ମଧ୍ୟ ଅଛନ୍ତି କି ଯେ " ନିଜର ଖର୍ଚ୍ଚ ନ ହେବା କାରଣରୁ ମୋବାଇଲ ରେ ଦେଖନ୍ତି ଓ କିଛି ଦର୍ଶକ ଏତେ ପାଗଳ ଯେ ନିଜର କିଛି
ସମୟକୁ ଅତି ବାହିତ ନ କରି ଖେଳ ରେ ସବୁ ସମୟ କୁ ଅତି ବାହିତ କରିଥାନ୍ତି । ଓ ଖେଳ ଶେଷ ହେଲେ ସୁଦ୍ଧା ବସିକି highlight ଦେଖି ଥାଆନ୍ତି । ଏମିତି ଲୋକ ବି
ଅଛନ୍ତି ଆମ ଭାରତରେ ଏମିତି ବ୍ୟକ୍ତିଙ୍କୁ ପାଗଳ କହିବାକୁ ସେ ମାନେ ବାଧ୍ୟ ତା କରି ଥାଆନ୍ତି ।
टिप्पणियाँ
एक टिप्पणी भेजें